ବଂଶଧାରା ନଦୀରୁ ବ୍ୟକ୍ତିଙ୍କ ଶବ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗୁଣୁପୁର ଅଞ୍ଚଳରୁ ଜଣେ ଯୁବକ ବଂଶଧାରା ନଦୀରେ ଗୁଣୁପୁର ଢ଼େପ ଅଞ୍ଚଳର ବି. ଗୋପୀ ନାମକ ବ୍ୟକ୍ତି ଭାସି ଯାଇଥିଲେ । ଗତ ୧୩ ତାରିଖରେ କାଶୀନଗର ଥାନା ଅନ୍ତର୍ଗତ କୀଡୀ ଗାଁ ଗ୍ରାମର କିଛି ବ୍ୟକ୍ତି ଦେଖି କାଶୀନଗର ଥାନାକୁ ଓ ଅଗ୍ନିଶମ ବିଭାଗ ସାଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କାଶୀନଗର ଥାନା ଅଧିକାରୀ ଏକ ଅପମୃତ୍ୟୁ ମାମଲା କରି ତାଙ୍କ ପରିବାରକୁ ଶବ ହସ୍ତାନ୍ତର କରିଥିବା ଶ୍ରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ