ବଂଶଧାରା ନଦୀରେ ବୁଡି ଯାଇ ମହିଳା ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କାଶୀନଗର ଥାନା ଖlଣ୍ଡବl ପଞ୍ଚାୟତ ପାଲସିଂ ଠାରେ ବଂଶଧାରା ନଦୀରେ ବୁଡି ଯାଇ ଟୁନି ବେହେରା (୩୭) ମୃତ୍ୟୁ ବରଣ କରିଛି. କୌଣସ କାରଣ ବଶତଃ ନିକଟସ୍ଥ ଗ୍ରାମ ସାରା ଠାରେ ଅଗ୍ନି ସମ ବିଭାଗ ଦ୍ଵାରା ଉଦ୍ଧାର କରାଯାଇଛି. କାଶୀନଗର ଥାନାରେ ୪/୨୨ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୁଚନା ଦେଇଛନ୍ତି. ଘଟଣା ସ୍ଥଳକୁ ସ୍ଥାନୀୟ ଅତିରିକ୍ତ ତହସିଲଦାର କୁମୁଦ ରଂଜନ ଦଳ ବେହେରା ଯାଇ ଉଦ୍ଧାର କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ.