ବଜରଙ୍ଗ ଦଳ ପକ୍ଷରୁ ବୃକ୍ଷରୋପଣ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ କୋରିଗାଁ ଠାରେ ବଜରଙ୍ଗ ଦଳ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ପକ୍ଷରୁ ବିନ୍ଧାଣି ସାହି ଠାରୁ ମହାଦେବ ବାଡ଼ି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବିଭିନ୍ନ ବୃକ୍ଷରୋପଣ କରାଯାଇଥିଲା। ଉକ୍ତ କାର୍ଯକ୍ରମରେ ପ୍ରଖଣ୍ଡ ସଂଯୋଜକ ବ୍ରହ୍ମା ନାୟକ, ଖଜନ ସାହୁ, ବାପୁନ୍ ବେହେରା, ପ୍ରଦୀପ ଖଣ୍ଡୁଆଳ, ଚିନ୍ମୟ ବିନ୍ଧାଣି, ଲିପନ ସେଠୀ,ରାମ ଚନ୍ଦ୍ର ସ୍ବାଇଁ ହୃଷୀକେଶ ବିନ୍ଧାଣି, ଆକାଶ ବିନ୍ଧାଣି, ସମର ସାମଲ, ଶମ୍ବିତ୍ ସାମଲ, ମନୋଜ ସାହୁ ସହ ବଜରଙ୍ଗଦଳ ସଦସ୍ୟ ତଥା ଅନ୍ୟ ସହଯୋଗୀ ଯୁବକ ମାନେ ମଧ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ