ବଜ୍ରପାତରେ ମୁତ ଚାଷୀଙ୍କ ପରିବାରକୁ ବିଜେପିର ସହାୟତା

ହାଟଡ଼ିହି, (ବିକାଶ କୁମାର ବିଶ୍ୱାଳ):ଗତକଲି ହାଟଡ଼ିହି ବ୍ଲକ ବହାରିପୁର ଗାଁ ର ବଲ୍ଳଭ ବେହେରା ଓ ଇଞ୍ଚଳ ଗ୍ରାମର ଗଣେଷ ଯେନା ବଜ୍ରାଘାତ ରେ ମୃତୁ ପରେ ତାଙ୍କ ପରିବାର କୁ ଭେଟି ସମବେଦନା ଜଣାଇବା ସହ ବିଜେପି ପକ୍ଷରୁ ସାହାଯ୍ୟ ପ୍ରଦାନ କରାଯାଇଛି।ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଲୋକ ସେଠୀ, ରାଷ୍ଟ୍ରୀୟ କିଷାନ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ, କେନ୍ଦୁଝର ଜିଲ୍ଲା ସାଧାରଣ ସମ୍ପାଦକ ରାମଚନ୍ଦ୍ର ସାହୁ, ଜ୍ଞାନରଞ୍ଜନ ସାମନ୍ତ ସିଂହାର, ମଣ୍ଡଳ ସଭାପତି ବଳଭଦ୍ର ବାରିକ, ପ୍ରଶାନ୍ତ ମହାପାତ୍ର,ଶସିକାନ୍ତ ରାଉତ, ବରିଷ୍ଠ କାର୍ଯ୍ୟକର୍ତ୍ତା ରାମକନ୍ତ ନାୟକ, ଅଧର ବେହେରା ସୁଶାନ୍ତ ଜେନା, ଅଲୋକ ଦାସ, ସୁର ଶଙ୍ଖୁଆ, ସୁଶାନ୍ତ ସାଉ, ରାଜେଶ ସେଠୀ, ଅଲୋକ ଦାସ, ନିର୍ମଳ ରାଉଳ ପ୍ରମୁଖ ଉପସ୍ଥିତ ରହି ଦୁଇ ପରିବାରକୁ ଆଶ୍ଵାସନା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ