ବଜ୍ରପାତରେ ଶୈବପୀଠଅଳେଶ୍ୱରଙ୍କ ଦଧିନଉତି ଭାଙ୍ଗିଲା

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ପ୍ରୟାଗି ସ୍ଥିତ ଅଳେଶ୍ୱର ଶୈବପୀଠରେ ବଜ୍ରପାତ ବାଜି ମନ୍ଦିରର ଦଧିନଉତି ଭାଙ୍ଗିଯାଇଥିବା ଜଣାପଡିଛି l ସର୍ବ ପୁରାତନ ଶୈବପୀଠ ହୋଇଥିବା ବେଳ ବର୍ତମାନ ମନ୍ଦିରର ନିର୍ମାଣ କାର୍ଯ୍ୟଚାଲିଥିବା ବେଳେ ଏହି ଘଟଣା ଘଟିଛି l ଗତ ତିନିଦିନ ତଳେ ଅଳେଶ୍ଵର ରାସ୍ତାରେ ଜଣେ ଚାଷୀ ବ୍ରଜପାତ ମାଡ଼ରେ ମୃତ୍ୟୁ ବରଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ