ବଜ୍ରାଘାତରେ କଲ୍ୟାଣସିଂହପୁରର ୨ ଜଣ ଆହାତ ୧୪ ଗାଇ ମୃତ

ରାୟଗଡା ,(ଯୁଗାବ୍ଦ ନ୍ୟୁଜ) : ବଜ୍ରାଘାତରେ ୨ ଜଣ ଆହାତ ହୋଇଥିବା ବେଳେ ୧୪ଟି ଗୋରୁଙ୍କ ମୃତ ହୋଇଛି । ଆହାତ ମାନଙ୍କ ମଧ୍ୟରେ କଲ୍ୟାଣସିଂହପୁର ବ୍ଲକ ବଡଦ୍ୱାର ସାହିର ଜଣେ ଯୁବକ ଓ ଜଣେ ମହିଳା ଗୁରୁତର ଆହାତ ହୋଇଥିବା ବେଳେ ବିଷମକଟ ବ୍ଲକର ବେରଦୁଲାଗୁଡା ଗ୍ରାମରେ ବଜ୍ରାଘାତରେ ୧୪ ଟି ଗାଇ ମୃତ ହୋଇଥିବା ଜଣାପଡିଛି । ଆହାତ ମାନଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ