ବଜ୍ରାଘାତରେ ୧ ମୃତ ୧ ଗୁରୁତର

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ ) : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ତଳମାଳି ପଞ୍ଚାୟତ ଅନ୍ତର୍ଗତ ବାଗବେଡି ଗ୍ରାମରେ ବଜ୍ରାଘାତରେ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଜଣେ ଗୁରୁତର ଆହାତ ହୋଇଛି । ଆହାତ ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ବାଗବେଡି ଗ୍ରାମର ମନଧର ମାଝୀ ( ୨୬ ) ସୋମନାଇ ମାଝୀ (୨୫ ) କାଠ ଆଣିବା ପାଇଁ ଯାଇଥିଲେ । ଝଡ ତୋଫାନ କୁ ଦେଖି ଉଭୟ ମିଶି ଘରକୁ ଫେରୁଥିବା ବେଳେ ରାସ୍ତାରେ ବଜ୍ରାଘାତ ହୋଇଥିଲା । ବଜ୍ରାଘାତରେ ମନଧର ମାଝୀ ପ୍ରାଣହାନି ଘଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ