ବଜ୍ରାପାତରେ ଜଣେ ମହିଳା ମୃତ ୧ ଗୁରୁତର

କେନ୍ଦୁଝର : ଥମିବାର ନାଁ ଧରୁନାହିଁ ବଜ୍ରପାତ ମୃତ୍ୟୁ ସଂଖ୍ୟା । ଗ୍ରୀଷ୍ମର ଗୁଳଗୁଳି ପରେ ମୈାସୁମୀ ଆସିବା ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ବଜ୍ରାପାତ ହୋଇ ଲୋକଙ୍କ ଅକାଳ ବିୟୋଗ ହେଉଛି । ଗତ କିଛି ଦିନ ଧରି ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ବଜ୍ରପାତ ପ୍ରବଳ ବର୍ଷା ଓ ଘୂର୍ଣ୍ଣିଝଡ ହେବା ସାଙ୍ଗକୁ ବଜ୍ରାପାତ ହେବାରୁ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଉଛି । ଗୁରୁବାର ପୁଣୀ ଥରେ କେନ୍ଦୁଝର ଜିଲ୍ଲା ଝୁମ୍ପୁରୁ ବ୍ଲକ ଉଖୁଣ୍ଡା ଗ୍ରାମରେ ଗୁରୁବାର ବଜ୍ରାଘାତରେ ଜଣେ ମହିଳା ବିଲରେ କାମ କରୁଥିଲା ବେଳେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ