ବଞ୍ଚୋକୁ ମିଳିଲା ସୁସ୍ଥ ଗ୍ରାମପଞ୍ଚାୟତ ପୁରସ୍କାର

ହାଟଡ଼ିହି (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମ ପଞ୍ଚାୟତକୁ ଜିଲ୍ଲାର ସୁସ୍ଥ ଗ୍ରାମପଞ୍ଚାୟତ ଭାବେ ପୁରସ୍କୃତ କରାଯାଇଛି । କେନ୍ଦୁଝର ଠାରେ ଆୟୋଜିତ ଏକ ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଅଶୋକ ଦାସ, ଜିଲ୍ଲାପରିଷଦ ଅଧ୍ୟକ୍ଷା କମଳିନୀ ପାତ୍ର ପ୍ରମୁଖ ଯୋଗଦେଇ ବଞ୍ଚୋ ପଞ୍ଚାୟତର ସରପଞ୍ଚ ଚମ୍ପାବତୀ ପୁହାଣଙ୍କୁ ସୁସ୍ଥ ଗ୍ରାମପଞ୍ଚାୟତ ଗଠନ କ୍ଷେତ୍ରରେ ତାଙ୍କର ଉଲେଖନୀୟ ଅବଦାନ ପାଇଁ ମାନପତ୍ର, ଉତ୍ତରୀୟ ସହ ନଗଦ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ