ବଞ୍ଚୋଛକରେ ବିଜୁ ଜୟନ୍ତୀ ପାଳିତ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋଛକ ନିକଟରେ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ବରିଷ୍ଠ ବିଜେଡିନେତା ମାର୍କଣ୍ଡ ଚରଣ ଓଝାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସତ୍ୟାନନ୍ଦ ମିଶ୍ର, ବରିଷ୍ଠ ବିଜେଡିନେତା ରବିନ୍ଦ୍ର କୁମାର ସାମଲ, ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ସୁଧାଶୁଂ କୁମାର ରାଉତ, ଅକ୍ଷୟ ବରାଳ, ଯୁବନେତା ବିଶ୍ୱନାଥ ପ୍ରତାପ ଜେନା, ବିମଳ କିଶୋର ଜେନା, ସଞ୍ଜୟ କୁମାର ରାଉତ, ନାରାୟଣ ଜେନା, ସୁରେନ୍ଦ୍ର କୁମାର ସା ପ୍ରମୁଖ ଯୋଗଦେଇ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହିତ ବିଜୁବାବୁଙ୍କ ନୀତି ଆଦର୍ଶ ଉପରେ ଅନୁପ୍ରାଣିତ ହେବାକୁ ସପଥ ନେଇଥିଲେ । ଏଥିରେ ୫୦ରୁ ଉର୍ଦ୍ଧ ପୁରୁଖା ବିଜେଡି କର୍ମୀ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ