ବଞ୍ଚୋ ଦଧିବାବନଜୀୟୁଙ୍କ ବାର୍ଷିକ ଉତ୍ସବ ଲାଗି ପ୍ରସ୍ତୁତି ବୈଠକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ବଞ୍ଚୋ ଦଧିବାବନଜୀୟୁଙ୍କ ବାର୍ଷିକ ଉତ୍ସବ ଲାଗି ଆଜି ମନ୍ଦିର ପରିସରରେ ମନ୍ଦିର ପରିଚାଳନା କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଛବିନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ରାଧାଗୋବିନ୍ଦ ଦାସ, ଯଦୁମଣୀ ପଟ୍ଟନାୟକ, ସୁଧାଶୁଂ ରାଉତ, ଚିନ୍ତାମଣୀ ରାଉତ, ଶଶାଙ୍କ ଶେଖର ପୁହାଣ, ବିକ୍ରମ କେଶରୀ ରାଉତରାୟ, ବନମାଳି ରାଉତ, ରତିକାନ୍ତ ରାଉତ, ହରେକୃଷ୍ଣ ମୁଦୁଲି, ଲକ୍ଷ୍ମୀଧର ନାୟକ,ବିନୋଦ ରାଉତ, ସତ୍ୟାନନ୍ଦ ବରାଳ, ମିହିର କୁମାର ବରାଳ, ପ୍ରହଲାଦ ଓଝା, ସହିବିଷ୍ଣୁ ବରାଳ, ଜଗବନ୍ଧୁ ଦାସ, ପ୍ରସନ୍ନ ରାଉତ, ବିମଳ କିଶୋର ଜେନା, କୋଦଣ୍ଡ ଜେନା, ଅନାଦି ଜେନା, ମିଟୁ ଜେନା, ନରେନ୍ଦ୍ର ବେହେରା, କୁଳମଣି ବେହେରା, ରମାକାନ୍ତ ନାୟକ, ଅଂଶୁମାନ ନାୟକ, ଅନାଦି ଜେନା, ପିତନ ଜେନା, ଜିତନ ଜେନା, ପିତନ ଜେନା, ଚିନ୍ତାମଣୀ ବରାଳ, ଅବିନାଶ ନାୟକଙ୍କ ସମେତ ଶତାଧିକ ଗ୍ରାମବାସୀ ଯେଗଦେଇ ବିଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ବାର୍ଷିକ ଉତ୍ସବ ହୋଇପାରିନଥିବାବେଳେ ଏହି ବାର୍ଷିକ ଉତ୍ସବକୁ ସରଶ ସୁନ୍ଦର କରିବା ଲାଗି ନିଷ୍ପତି ନେଇଥିଲେ । ଆଗାମି ଜାନୁୟାରୀ ୧୬ରୁ ୧୮ ପର୍ଯ୍ୟନ୍ତ ତିନିଦିନ ଲାଗି ଏହି ଉତ୍ସବ କରିବାକୁ ନିଷ୍ପତି ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ