ବଟେଶ୍ୱର୍ ସମୁଦ୍ର ବେଳାଭୂମିରେ ଗାଧୋଉଥିବା ସମୟରେ ଛାତ୍ର ବୁଡି ମୃତ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ବଟେଶ୍ୱର ସମୁଦ୍ର ବେଳାଭୂମିରେ ସାଙ୍ଗମାନଙ୍କ ମେଳରେ ଗାଧୋଉଥିବା ବେଳେ ସମୁଦ୍ରରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ l ମୃତ ଛାତ୍ର ଜଣକ ହେଲେ ଛତ୍ରପୁର କାରିଣୀସାହିର ଅଭିଜିତ ସାହୁ l ଅଭିଜିତ ନିଜ ୬ ଜଣ ସାଙ୍ଗଙ୍କ ସହ ଗାଧେଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ l ଛତ୍ରପୁର ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର l