ବଡରମ୍ପାସ ଗ୍ରାମରେ ନନ୍ଦତ୍ସବ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ ) : ବଡରମ୍ପାସ ଗ୍ରାମରେ ଜନ୍ମାଷ୍ଟମୀ ଅବସରରେ ନନ୍ଦତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ଉପଭୋଗ କରିବାକୁ ଶହଶହ ସଂଖ୍ୟାରେ ଗ୍ରାମବାସୀ ଏକଜୁଟ ହୋଇଥିଲେ । ନନ୍ଦରାଜା ଭୁମିକାରେ ଧରଣୀଧର ଜେନା, ନନ୍ଦରାଣୀ ଭୁମିକାରେ ଚନ୍ଦନ ନାୟକ, କୃଷ୍ଣ ଭୁମିକାରେ ସାଇ ପ୍ରକାଶ ସାହୁ,  ରାଧା ଭୁମିକାରେ ରୁତୁରାଜ ସାହୁ, ବଳରାମ ଭୁମିକାରେ ଶୋଭିତ ସାହୁ ଓ କଂଶ ଭୁମିକାରେ ସତ୍ୟବାନ ସାହୁ ଓ ଅଭର କୁମାର ଦାସ, ବାଘ ଭୁମିକାରେ ସୌମ୍ୟ ରଞ୍ଜନ ଓଝା, ଭାଲୁ ଭୁମିକାରେ ଟୁକୁ ସାହୁ,  ପୁତନା ଭୁମିକାରେ ଛବିନ୍ଦ୍ର ସାହୁ, ଚନ୍ଦ୍ରଶେଣା ଭୁମିକାରେ ପଞ୍ଚାନନ ଦାସ ପ୍ରମୁଖ ଅଭିନୟ କରିଥିଲେ । ଆଲୋକ ସାହୁ, ଚୈତନ୍ୟ ଜେନା, ଜନ୍ମେଜୟ ବେହେରା, ରାଜୀବ ଲୋଚନ ସାହୁ, ସୌମ୍ୟ ରଞ୍ଜନ ସାହୁ, ଆଲୋକ ମଣ୍ଡଳ, ବିଚିତ୍ର ସାହୁ, ପାର୍ଥ ସୌରଭ ସା,  ଶ୍ରୀକାନ୍ତ ସାହୁ, ରଙ୍ଗାଧର ଦାସ, ନିରଞ୍ଜନ ସାହୁ, ବାବୁ ଓଝା, ମୃତୁ୍ୟଞ୍ଜୟ ବେହେରା, ଜଗମୋହନ ସାହୁ, ମାନସ ଓଝା, ରବିନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ