ବଡି ପେଣ୍ଟିଂ ଫେଷ୍ଟିଭାଲ୍
ବିଭିନ୍ନ ସଉକ ମଧ୍ୟରୁ ଅନ୍ୟତମ ପେଣ୍ଟିଂ ବା ଚିତ୍ରାଙ୍କନ । କାନଭାସ୍ ଉପରେ ରଙ୍ଗତୂଳୀ ଧରି ଚିତ୍ରକର ଅତି ସୁନ୍ଦର ଭାବେ ଚିତ୍ରକୁ ଆଙ୍କିଥାନ୍ତି, ଯାହା ଦେଖିବାକୁ ଖୁବ୍ ଜୀବନ୍ତ ମଧ୍ୟ ଲାଗେ । ତେବେ ମଣିଷ ଦେହରେ ପେଣ୍ଟିଂ କଥା କେବେ ଚିନ୍ତା କରିଛନ୍ତି । ବିଭିନ୍ନ କାର୍ଣ୍ଣିଭାଲ ବା ସ୍ପୋଟର୍ସ ଇଭେଣ୍ଟରେ ଆମେ ଦର୍ଶକଙ୍କୁ ବା ପ୍ରତିଯୋଗୀଙ୍କୁ ମୁହଁରେ, ହାତରେ ଭଳିକି ଭଳି ଟାଟୁ ବା ପେଣ୍ଟିଂ କରିଥିବାର ଦେଖିଛେ । କିନ୍ତୁ ପ୍ରତିବର୍ଷ ଏହି ବଡି ପେଣ୍ଟିଂକୁ ନେଇ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥାଏ ୱାଲର୍ଡ ବଡି ପେଣ୍ଟିଂ ଫେଷ୍ଟିଭାଲ । ୨୦୧୭ ମସିହାରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ପୃଥିବୀର ୫୦ଟି ହୁଆନ ସହରର ସପିଙ୍ଗ ମଲରେ ଧାଡି ହୋଇ ଠିଆ ହୋଇଥାନ୍ତି ସୁନ୍ଦର ମହିଳା । ଆପଣ ସେମାନଙ୍କ ମଧ୍ୟରୁ ଯାହାକୁ ପସନ୍ଦ କରିବେ ମାତ୍ର ୧୩.୭୫ ଟଙ୍କା ବିନିମୟରେ ତାଙ୍କୁ ଗର୍ଲଫ୍ରେଣ୍ଡ କରି ତାଙ୍କ ସହିତ ୨୦ ମିନିଟ୍ ସମୟ ବିତାଇପାରିବେ । କିନ୍ତୁ ଏହାର ଏକ ସର୍ତ୍ତ ରହିଛି । ଏହି ସମୟରେ ଆପଣ ମହିଳାଙ୍କୁ ସ୍ପର୍ଶ କରିପାରିବେ ନାହିଁ । ଏହି ସମୟରେ ଆପଣ ମହିଳାଙ୍କ ସହିତ ସପିଙ୍ଗ କରିପାରିବେ ତାଙ୍କୁ ବୁଲାଇବା ପାଇଁ ନେଇ ପାରିବେ କିନ୍ତୁ ସ୍ପର୍ଶ କରିପାରିବେ ନାହିଁ ।