ବଡ ପଦବି ନୁହେଁ ଲୋକଙ୍କ ସେବା କରିବା ପାଇଁ ରାଜନୀତି କ୍ୟାରିୟର ଚୟନ କରିଛି : ଅପରାଜିତା
ଶନିବାର ଦିଲ୍ଲୀରୁ ଭୁବନେଶ୍ୱର ରେ ପହଞ୍ଚିଛନ୍ତି ସାଂସଦ ଅପରାଜତା ମହାନ୍ତି । ରାଜନୀତିରେ ପାଦ ଥାପି ଥିବା ଅପରାଜିତା ଷଡଙ୍ଗୀ ସାମ୍ବାଦିକଙ୍କ ଉତ୍ତରରେ ସେ କୈାଣସି ବଡ ପଦ ପଦବୀ ପାଇବା ଆଶା ନେଇ ସେ ରାଜନୀତି କୁ ଆସିନାହାନ୍ତି । ବଂର ସେ ଲୋକମାନଙ୍କର ସେବା କରିବା ପାଇଁ ରାଜନୀତି କରିବାକୁ ଆସିଛନ୍ତି । ସେ ଦିନକୁ ଲୋକମାନଙ୍କ ସେବାରେ ୧୪ ଘଣ୍ଟା ରୁ ଉଦ୍ଦ୍ୱର୍ ସମୟ ଦେବେ ବୋଲି କହିଛନ୍ତି । ଦିଲ୍ଲୀରେ ରଷ୍ଟ୍ରପତି ଭବନ ରେ ଶପଥ ଗ୍ରହଣ ଉସ୍ରବରେ ଯୋଗ ଦେଇ ଫେରିବା ପରେ ତାଙ୍କର ସମର୍ଥକ ଫୁଲ ତୋଡା ଦେଇ ଅପରାଜିତାଙ୍କୁ ସ୍ୱାଗତ କରିଥିôଲେ ।