ବଡ ପରଦାରେ ପୁଣିଥରେ କମବ୍ୟାକ କରିଛନ୍ତି ହ୍ରିତିକ

ବଲିଉଡ କୁ ଅନେକ ହିଟ ଫିଲ୍ମ ଦେଇଥିବା ଡ୍ୟାନସିଙ୍ଗ ଷ୍ଟାର ହ୍ରିତିକ ରୋଶନ ଙ୍କ ଅଭିନୀତ ଚଳଚ୍ଚିତ୍ର ସୁପର ୩୦ ଫିଲ୍ମି ଫ୍ରାଇଡେ ରେ ପରଦାକୁ ଆସିଛି । ସୋସିଆଲ ମିଡିଆ ରେ ହ୍ରିତିକ ଙ୍କ ଅଭିନୟ କୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ ବହୁ କ୍ରେଜ ଦେଖିବାକୁ ମିଳିଛି । ଫିଲ୍ମ ର ବଜେଟ ୮୫ କୋଟି ରହିଛି ସିନେ ସମୀକ୍ଷକ ଅନୁସାରେ ଚଳଚ୍ଚିତ୍ର ମୁକ୍ତିଲାଭର ପ୍ରଥମ ଦିନରେ ୧୨-୧୪ କୋଟି ଟଙ୍କାର ବ୍ୟବସାୟ କରିପାରେ। ଲ୍ଲେଖଯୋଗ୍ୟ,’ସୁପର ୩୦’ ଗଣିତଜ୍ଞ ଆନନ୍ଦ କୁମାରଙ୍କ ଜୀବନ କାହାଣୀ ଉପରେ ଆଧାରିତ। ବିକାଶ ବହଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ହ୍ରିତିକ୍ଙ୍କ ବ୍ୟତୀତ ମୃଣାଳ ଠାକୁର, ପଙ୍କଜ ତ୍ରିପାଠୀ ଓ ଅମିତ ସାଧ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ