ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ର ବ୍ଲକ ଉପଦେଷ୍ଠା କମିଟି

(ଯୁଗାବ୍ଦ ନ୍ୟୁଜ) ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରୀୟ ବନାଞ୍ଚଳ ର ଏକ ପ୍ରକଳ୍ପ କାର୍ଯ୍ୟପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ ବେଲଗୁଣ୍ଠା ସମିତି ସଭାଗୃହ ରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଶ୍ରୀ ସରୋଜ କୁମାର ବେହେରା ଙ୍କ ସଭାପତିତ୍ୱ ରେ ଓଡିଶା ବନାଞ୍ଚଳ ଉର୍ଣ୍ଣୟନ ପ୍ରକଳ୍ପ ଭାଗ ଦୁଇ ପାଇଁ ଏକ ବ୍ଲକ ଉପଦେଷ୍ଠା କମିଟି ଓଡିଶା ସରକାର ଜଙ୍ଗଲ ବିଭାଗ ନିର୍ଦ୍ଧେଶ ତଥା ଆଦେଶନାମା କୁ ଭିତି କରି ଗଠନ କରାଯାଇଛି । କେନ୍ଦ୍ରୀୟ କ୍ଷେତ୍ରୀୟ ପରିଚାଳନା ସଂସ୍ଥା ସଂଯୋଜକ ସନ୍ତୋଷ କୁମାର ଡାକୁଆ ଏହି କମିଟି ର ବିଶେଷତ୍ୱଏବଂ ପ୍ରକଳ୍ପ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ପରିଶେଷରେ ଜୀବନ ଜୀବିକା ସଂଯୋଜକ ପ୍ରଶାନ୍ତ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ