ବନ୍ତରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଛକ ଠାରେ ଜାତୀୟ କଂଗ୍ରେସର ୧୩୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ ପତାକା ଉତ୍ତୋଳନ କରିଥିଲେ । ପରେ ପ୍ରାକ୍ତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲା ସଭାପତି ଶ୍ରୀ ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହର ମୋହନ ବେହେରା, ଜୋନ୍ ସଭାପତି ନିରଞ୍ଜନ ମଲ୍ଲିକ, ବିଜୟ କୁମାର ଜେନା, ଅନନ୍ତ ଚରଣ ଦାସ, ଆନନ୍ଦ ଚନ୍ଦ୍ର ଓଝା, ସରପଞ୍ଚ ମୁସ୍ତାକ ଅଲ୍ଲୀ ଖାଁ, ସୁରେନ୍ଦ୍ର ଜେନା, ରବି ନାରାୟଣ ମହାନ୍ତି, ଯୁବନେତା ଜ୍ୟୋତି ରଞ୍ଜନ ନାୟକ, ସ୍ମୃତି ରଞ୍ଜନ ସ୍ୱାଇଁ, ମାନସ ଦାସ, ମାର୍କଣ୍ଡ ବେହେରା, ହରିହର ନାୟକ, ମଦସ ମୋହନ ସାହୁ, ସତ୍ୟବାନ ଦାସ, ଗୌରାଙ୍ଗ ଜେନା, ଗୌର ଜେନା, ମୁନା ସିଂ, ଉତ୍ସବ ଜେନା, ସୁବାସ ମହାନ୍ତି, ମଳୟ ଜେନା, ବାବୁ ଦାସ, ବସନ୍ତ କର, ନବଘନ ରାଜ, ରାହୁଲ ଅମିନ୍‌, ମୟଫୁଜ୍‌, ସାଦ୍ଦ ସିଦ୍ଦିକ୍‌, ମୀର ହାସିମ୍‌, ଶଙ୍କର୍ଷଣ କୁଣ୍ଡୁ, କାର୍ତ୍ତିକ ଜେନା, ପ୍ରଦ୍ୟୁମ୍ନ ଦାସ, ନିରଂଜନ ସେନାପତି, ଦେବ ଦାସ, ଛାୟାକାନ୍ତ ନନ୍ଦ, ପ୍ରଫୁଲ୍ଲ ରାଉତ, ଚିନ୍ମୟ ମହାପାତ୍ରଙ୍କ ସମେତ ବିଭିନ୍ନ ପଞ୍ଚାୟତର ସଭାପତି, କଂଗ୍ରେସ ସମର୍ଥିତ ନିର୍ବାଚିତ ପ୍ରତିିନିଧି ଓ ବରିଷ୍ଠ ନେତୃତ୍ୱ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ