ବନ୍ତରେ ୨୨ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷଣ;୫ ପଜେଟିଭ୍ ଚିହ୍ନଟ 

ବନ୍ତ,(ଚାନ୍ଦିନୀ ମହାନ୍ତି) : ଶନିବାର ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୨ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷଣ ହୋଇଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ପରୀକ୍ଷଣ କାର୍ଯ୍ୟରେ ଗୌତମ ବାରିକ, ସଂଗ୍ରାମ କେଶରୀ ମହାପାତ୍ର, ଅଲିଭା ଧଳ, ଜଗବନ୍ଧୁ ଲେଙ୍କା, ଭରତ ଚନ୍ଦ୍ର ଚକ୍ର ନିୟୋଜିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ