ଭଦ୍ରକ ବନ୍ତରେ ୨୯ ଆଣ୍ଟିଜେନ ପରୀକ୍ଷଣ, ଜଣେ ପଜେଟିଭ ଚିହ୍ନଟ 04/10/2020 YWPSENU3 0 Comments ଜଣେ ପଜେଟିଭ ଚିହ୍ନଟ, ବନ୍ତରେ ୨୯ ଆଣ୍ଟିଜେନ ପରୀକ୍ଷଣ ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୯ ଜଣଙ୍କର ଆଣ୍ଟିଜେନ୍ ପରୀକ୍ଷଣ ହୋଇଯାଇଛି । ଏଥିରେ ଜଣେ ପଜେଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି । ପରୀକ୍ଷଣ କାର୍ଯ୍ୟରେ ବଳରାମ ମାଝୀ, ଅଲିଭା ଧଳ, ଭରତ ଚନ୍ଦ୍ର ଚକ୍ର ନିୟୋଜିତ ଥିଲେ । Spread the love