ବନ୍ତ ଥାନାରେ ନୂଆ ଆଇଆଇସିଙ୍କ କାର୍ଯ୍ୟଭାର ଗ୍ରହଣ

ବନ୍ତ, (ଯୁଗାଦ୍ଧ ନ୍ୟୁଜ) : ବନ୍ତ ଥାନାର ନୂତନ ଆଇଆଇସି ଭାବେ ମିନା ବିନ୍ଧାଣୀ ଗୁରବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବନ୍ତ ଥାନାର ପୂର୍ବତନ ଆଇଆଇସି ଗଣେଶ୍ୱର ପ୍ରଧାନଙ୍କର ଆଗରପଡା ଥାନାକୁ ବଦଳି ହେବା ପରେ ଶ୍ରୀମତୀ ବିନ୍ଧାଣୀ ଏହି ଥାନାକୁ ବଦଳି ହୋଇ ଆସିଛନ୍ତି । ଏଥିପୂର୍ବରୁ ସେ ଭଦ୍ରକ ଟାଉନଥାନାରେ ଅତିରିକ୍ତ ଆଇଆଇସି ଭାବେ କାର୍ଯ୍ୟ କରୁଥିଲେ । ବନ୍ତ ଅଞ୍ଚଳର ଜନସାଧାରଣ ମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ସହିତ ଆଇନ ଶୃଂଖଳା ପରିସ୍ଥିତି ପ୍ରତି ବିଶେଷ ଗୁରୁତ୍ୱ ଦେବେ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ