ବନ୍ଦେ ଉତ୍କଳ ଜନନୀ

ମୋ ଜାତିର ଅଭିମାନ
ଉତ୍କଳ ଭୂଖଣ୍ଡର
ସର୍ବମାନ୍ୟ ସ୍ବାଭିମାନ
ରାଜନୈତିକ ଅଖଣ୍ଡତାର
ଅପରାଜେୟ ସୁତ୍ରଧର
ସ୍ଥୂଳ ସୂକ୍ଷ୍ମ ଚେତନାର ସ୍ପନ୍ଦନ
କଳା ସଂସ୍କୃତିର ପ୍ରାଣକେନ୍ଦ୍ର
ଶ୍ରୀପୁରୁଷୋତ୍ତମ
ଶ୍ରୀ ଶ୍ରୀଜଗନ୍ନାଥଙ୍କ
ଚରଣ କମଳରେ
ପବିତ୍ର ଉତ୍କଳ ଦିବସ
ଅବସରରେ
ଉତ୍କଳର ପବିତ୍ର ମାଟିରେ
ଦଣ୍ଡାୟମାନ ହୋଇ
କୋଟି ଓଡ଼ିଆଙ୍କ ଜନନାୟକଙ୍କୁ
ଅନନ୍ତ କୋଟି ଦଣ୍ଡବତ
ପୂର୍ବକ ଆତ୍ମନିବେଦନ
ହେ ମହାବାହୁ
ଶରଣ ରକ୍ଷଣ
ବଳିୟାର ଭୂଜ
ତୋତେ ହିଁ ତୁହି ରକ୍ଷାକର
ଆମେ ତ ମଣିଷ ମାତର ।
ଜୟ ଜଗନ୍ନାଥ
ବନ୍ଦେ ଉତ୍କଳ ଜନନୀ

ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ