ବନ୍ଦ ଥିବା ପଥର କ୍ୱାରୀ କୁ ସଂପୂର୍ଣ୍ଣ ବନ୍ଦ ଦାବିରେ ତହସିଲଦାର ଙ୍କୁ ଘେରିଲେ ଗ୍ରାମବାସୀ

କୁଚିଣ୍ଡା (ଯୁଗାବ୍ଦ ନ୍ୟୁଜ)ଗୋଛରା ପଞ୍ଚାୟତ ଲେଇଗୁରା ଗ୍ରାମରେ କିଛି ବର୍ଷ ତଳେ ପଥର କ୍ୱାରୀ କାର‌୍ୟ୍ୟ କାରି ହେଉଥିଲା କ୍ଷ ଏଥିରେ ବଡ ବଡ ପଥର ମାନେ ବ୍ଲାଷ୍ଟ କରାଯାଇଥାଏ କ୍ଷ ପଥର କ୍ୱାରୀ କୋୖଣସି ସ୍କୁଲ, କଲେଜେ, କିମ୍ବା ଜନ ବସତି ନିକଟରେ କରିବାକୁ ସରକାର ଙ୍କ ଅନୁମତି ମିଳିନ ଥାଏ କ୍ଷ ହେଲେ ଲଇଗୁରା ଗ୍ରାମ ରେ ହିଁ ଏହି ପଥର କ୍ୱାରୀ କାର‌୍ୟ୍ୟ କାରୀ ହେଉଥିଲା କ୍ଷକିଛି ବର୍ଷ ତଳେ ଏଥିରେ ବ୍ଲାସ୍ଟିଙ୍ଗ ହେବା ବେଳେ ଲେଇଗୁରା ଗ୍ରାମ ବାସୀଙ୍କ ବହୁତ ଘର, ଛପର, ଭାଙ୍ଗି ନଷ୍ଟ ହେବା ସହ ଲୋକ ମାନେ ମଧ୍ୟ ବହୁତ ଆଘାତ ହୋଇଥିଲା କ୍ଷ ଏହାକୁ ନେଇ ଗ୍ରାମବାସି ଅଭିଯୋଗ କରିବା ପରେ ପ୍ରଶାସନ ଏହାକୁ ବନ୍ଦ କରିଥିଲା କ୍ଷ ଏହିଯାଗକୁ ୯ ମାସ ତଳେ ଜଙ୍ଗଲ ବିଭାଗ ଜଙ୍ଗଲ ଜାଗା ବୋଲି ଚିହ୍ନଟ କରିଛି କ୍ଷ ହେଲେ ଜଙ୍ଗଲ ବିଭାଗ ଏବଂ ରାଜସ୍ବ ବିଭାଗ ର ମିଳିତ ଜାଗାରେ ପୁଣି ଏହି ପଥର କ୍ୱାରୀ କୁ ଚାଲୁ କରିବାକୁ ଅନୁମତି ଦେବେ ବୋଳି ଗ୍ରାମବାସି ଶୁଣିବାକୁ ପାଇବା ପରେ କ୍ୱାରୀ ଚାଲୁ ନ କରୀ ସମ୍ପୂର୍ଣ୍ଣ ବନ୍ଦ କରିବା ଦାବିରେ ତହସିଲ ଦକ୍ଷର ଙ୍କୁ ଘେରି ଦାବିପତ୍ର ପ୍ରଦାନ କରିଛନ୍ତି କ୍ଷ ଦାବି ପୁରଣ ନ ହେଲେ ଆନ୍ଦୋଳନ କରିବୁ ବୋଳି ଚେତାବନୀ ମଧ୍ୟ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ