ବନ୍ଧା ହେବେ ନିରବ ମୋଦୀ
ଅତି ଶିଘ୍ର ଗିରଫ ହେବେ ହୀରା ବ୍ୟବସାୟୀ ନିରବ ମୋଦୀ । ଭାରତର ପ୍ରବତ୍ତନା ନିର୍ଦେଶାଳୟ ଅନୁରୋଧ କ୍ରମେ ନିରବ ମୋଦୀଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରୀ କରିଛନ୍ତି ବ୍ରିଟିଶ କୋର୍ଟ । ଗତମାସ ବ୍ରିଟିଶର ଏକ ରେଷ୍ଟୁରାଣ୍ଟ ରେ ଦେଖିବାକୁ ମିଳିଥିଲା । ଚଳିତ ମାସରେ କିଛି ରିପୋର୍ଟର ଦେଖିଥିଲେ ନିରବ ମୋଦୀଙ୍କୁ କିଛି ପଚାରିବା ପୂର୍ବରୁ ନୋ କମେଣ୍ଟସ୍ ବୋଲି କହିଚାଲିଯାଇଥିଲେ ।


