ବରଯାତ୍ରୀ ଗାଡି ଓଲଟି ୩୦ରୁ ଉଦ୍ଧ୍ୱର୍ ଗୁରୁତର

ମୟୂରଭଞ୍ଜ , (ଯୁଗାବ୍ଦ ନ୍ୟୁଜ) : ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ଅନ୍ତର୍ଗତ ତାରାକୋଟ  ଛକ ନିକଟ ୧୮ ନମ୍ବର ଜାତୀୟ ରାଜପଥ କଡରେ ବରଯାତ୍ରୀ ଗାଡି  ଓଲଟି ୩୦  ରୁ ଉଦ୍ଧ୍ୱର୍ ଗୁରୁତର ଆହାତ ହୋଇଛନ୍ତି ।  ଆହାତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସପିଟାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ଭ୍ୟାନଟି କାଠପାଳ ଗ୍ରାମରୁ ବରଯାତ୍ରୀ ମାନଙ୍କୁ ଧରି କୁଚେଇ ଅଭିମୁଖେ  ଯାଉଥିଲା ।କୈାଣସି କାରଣରୁ ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଏଭଳି ଦୁୂର୍ଘଟଣା ଘଟିଥିବା କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ