ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି,( ରଜନୀକାନ୍ତ ମହାପାତ୍ର): Aicc CWC ର ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ତଥା ମଣିପୁର ଓ ମିଜରାମ ପ୍ରଭାରୀ ଦାୟିତ୍ୱ ମିଳିବା ପରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କୁ ଭବାନୀପାଟଣା ଠାରେ କଳାହାଣ୍ଡି କଂଗ୍ରେସ ପକ୍ଷରୁ ସମ୍ଭଧିତ କରାଯାଇଛି । ଆଗାମୀ ଦିନରେ PCC ର ନୂଆ ପ୍ରଭାରୀ ସହ ମିଶି ଓଡ଼ିଶାରେ କଂଗ୍ରେସ କୁ ପୁନଃ ଉଥାନ କରାଯାଇ ୨୦୨୪ ନିର୍ବାଚନରେ କଂଗ୍ରେସ ଓଡିଶା ସମେତ ମିଜରାମ ଓ ମଣିପୁର ରେ ସରକାର ଗଢିବ ବୋଲି ଭକ୍ତ ଦୃଢକ୍ତି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ