ପ୍ରାପ୍ୟ ପ୍ରଦାନରେ ବିଭାଗୀୟ କର୍ତ୍ତୃପକ୍ଷ ବିଫଳ : କର୍ମ•ରୀ ମହଲରେ ଅସନ୍ତେ।ଷ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍) : ଗତ ଫେବୃଅ ।ରୀ ୪-୫ ଦୁଇଦିନ ଧରି କାଯର‌୍ୟରତ ଅ ।ଉଟସେ ।ର୍ସିଂ କର୍ମ•ରୀମାନେ ୧୦ ଦଫା ଦାବି ପୂରଣ ପାଇଁ କାଯର‌୍ୟବନ୍ଦ ଅ ।ନ୍ଦେ ।ଳନ କରିଥିଲେ । ମେଡିକାଲ କର୍ତ୍ତୃପକ୍ଷ, ଉପଜିଲାପାଳ, ସଂଘର କର୍ମକର୍ତ୍ତା ଏବଂ ପେ ।ଲିସର ଉପସ୍ଥିତିରେ ଏପ୍ରିଲ ମାସ ମଧ୍ୟରେ କାଯର‌୍ୟକାରୀ କରାଯିବ ବେ ।ଲି ପ୍ରତିଶ୍ରୁତି ଦେବା ପରେ କର୍ମ•ରୀମାନେ ଅ ।ନ୍ଦେ ।ଳନ ପ୍ରତ୍ୟାହାର କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଦୀର୍ଘ ୫ ମାସ ଅତିକ୍ରମ କରିଥିଲେ ମଧ୍ୟ ଏହି ସ୍ୱଳ୍ପ ବେତନ ଭେ ।ଗୀ କର୍ମ•ରୀଙ୍କ ଦାବି ପୂରଣ ହେ ।ଇପାରିନାହିଁ । ଦାବିଗୁଡ଼ିକ ମଧ୍ୟରେ ରାଜ୍ୟର ଅ ।ଉଟସେ ।ର୍ସିଂ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ଶ୍ରମ ବିଭାଗ ନିୟମ ଅନୁଯାୟୀ ପ୍ରତି ମାସରେ ଦରମା ୮୦୭୦ ଟଙ୍କା, ପ୍ରତି ମାସର ୫ ତାରିଖ ମଧ୍ୟରେ ଦରମା ପ୍ରଦାନ, ପୂର୍ବରୁ ବକେୟା ଥିବା ୧୯ ମାସର ବର୍ଦ୍ଧିତ ଦରମା ପ୍ରଦାନ କରିବା, ଟେଣ୍ଡର ପରିବର୍ତ୍ତନ ହେଲେ ମଧ୍ୟ କାଯର‌୍ୟରତ ଅ ।ଉଟସେ ।ର୍ସିଂ କର୍ମ•ରୀମାନଙ୍କୁ ପୁନଃ ନିଯୁକ୍ତିରେ ପରିବର୍ତ୍ତନ ନ କରିବା, ସମସ୍ତ କର୍ମ•ରୀଙ୍କୁ ଇପିଏଫ, ଇଏସଅ ।ଇ ସଠିକ୍ ଭାବେ ପ୍ରଦାନ କରିବା, ୪ ଦିନ ଛୁଟିର ଦରମା ପ୍ରଦାନ ଏବଂ ସ୍ଥାୟୀ କର୍ମ•ରୀଙ୍କ ଭଳି ସମସ୍ତ ସୁବିଧା ସୁଯେ ।ଗ ଯେ ।ଗାଇ ଦେବା ଇତ୍ୟାଦି ଅନ୍ତର୍ଭୁକ୍ତ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ କାଯର‌୍ୟରତ ଅ ।ଉଟ୍ସେ ।ର୍ସିଂ କର୍ମ•ରୀଙ୍କ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି ତାହା ପ୍ରତିଶ୍ରୁତିରେ ହିଁ ରହିଯାଇଛି । ଏ ସମ୍ପର୍କରେ ସଂଘ ପକ୍ଷରୁ କାଯର‌୍ୟକାରୀ କମିଟି ବୈଠକରେ ସଂଘ କାଯର‌୍ୟାଳୟ ଠାରେ ସଂଘର ଉପଦେଷ୍ଟା ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେ ।ଇ ରାଜ୍ୟ ସରକାରଙ୍କ କର୍ମ•ରୀ ମାରଣ ନୀତିର ତୀବ୍ର ସମାଲେ ।ଚନା କରିବା ସହ ସ୍ୱାସ୍ଥ୍ୟ ବିଭାଗ ଗ୍ରୁପ ଡି କର୍ମ•ରୀଙ୍କ ପ୍ରତି ସାବତ ମାଅ । ଭଳି ବ୍ୟବହାର କରୁଥିବାରୁ କର୍ମ•ରୀ ନେତାମାନେ ଅସନ୍ତେ ।ଷ ପ୍ରକାଶ କରିଥିଲେ । ଅନ୍ୟାନ୍ୟ ପ୍ରସ୍ତାବମାନଙ୍କ ମଧ୍ୟରେ ମୃତ କର୍ମ•ରୀଙ୍କ ଉତ୍ତରାଧିକାରୀଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ, ଅବସରପ୍ରାପ୍ତ କର୍ମ•ରୀଙ୍କ ତୁରନ୍ତ ପେନସନ ବ୍ୟବସ୍ଥା କରିବା, ଗ୍ରୁପ ଡି କର୍ମ•ରୀଙ୍କ ପାଇଁ ନୂତନ କ୍ୱାଟର ନିର୍ମାଣ, ଯେ ।ଗ୍ୟତା ଭିତ୍ତିରେ ପଦେ ।ନ୍ନତି ପ୍ରଦାନ ସହ ଇତି ମଧ୍ୟରେ ଅବସରଗ୍ରହଣ କରିଥିବା ୭୧ ଜଣ କର୍ମ•ରୀଙ୍କୁ ସମ୍ବର୍ଦ୍ଧନା ସହ ନବ ନିର୍ବାଚିତ ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ଏବଂ ଦୀର୍ଘ •ରି ଦଶନ୍ଧି ଧରି ସଂଗଠନର ଉପଦେଷ୍ଟା ରହିଥିବା ବରିଷ୍ଠ ସାମ୍ବାଦିକ ରବି ରଥଙ୍କୁ ସମ୍ବଦ୍ଧିତ କରାଯିବ ବେ ।ଲି ନିଷ୍ପତ୍ତି ହେ ।ଇଥିଲା । ଏହି ବୈଠକରେ ରାଜ୍ୟ ସଂଗଠନର ଉପସଭାପତି ସୁକାନ୍ତ ମୁଖି, ଶାଖା ସମ୍ପାଦକ ଲାଲୁ ମେ ।ହନ ବେହେରା, ଯୁଗ୍ମ ସମ୍ପାଦକ ଏସ. ଅଜିତ କୁମାର ପାତ୍ର, ସୁରେନ୍ଦ୍ର ନାୟକ, ଚନ୍ଦ୍ରୁ ପାତ୍ର, ରବି ନାରାୟଣ ବେହେରା, କେଶବ ନାୟକ, ପ୍ରକାଶ ବେହେରା, ରାଜୁ ଚିନ୍ନା, ଏଲ.ନିରଞ୍ଜନ ଦାସ, ରାଜେନ୍ଦ୍ର ରଥ, ସନାତନ ନାୟକ, ରାମ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଅ ।ଲେ ।ଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ