ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ

(ଯୁଗାବ୍ଦ ନ୍ୟୁଜ) ଲଘୁଚାପ ବର୍ଷା ରେ ଅଣାୟତ ବିଜନେସ ରାଜଧାନୀ ମୁମ୍ବାଇ । ପ୍ରବଳ ବର୍ଷା କାରଣ ରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛ ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ଷା ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇ ରେ ୧୫୦ ରୁ ୧୮୦ ମିମି ବର୍ଷା ହୋଇଥିବା ଜଣାପଡିଛି । ଆଜି ମଧ୍ୟ ସେଠାରେ ପ୍ରବଳ ବର୍ଷା ଲାଗିରହିଛି । ବିଭିନ୍ନ ସ୍ଥାନରେ ପାଣି ପିଶିଯିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟପଟେ ମାୟାନଗରୀରେ ଯାନବାହାନ ଯାତାୟତ ରେ ବାଧା ସୃଷ୍ଟି ହୋଇଛି । ମୁମ୍ବାଇ ର ବଦଲାପୁର ନିକଟରେ ମହାଲଷ୍ମୀ ଏକ୍ସପ୍ରେସ ରେ ପାଣି ପଶିଯିବା ଫଳରେ ପାଖାପାଖି ୭୦୦ଯାତ୍ରୀ ଫଶୀ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ