ବର୍ଷା ସମୟ ଆସିଯାଇଛି , ଡ୍ରେନ ସଫା ହେବ କେବେ ?
କୁଚିଣ୍ଡା(ଯୁଗାବ୍ଦ ନ୍ୟୁଜ)ବର୍ଷା ସମୟ ଆସିଯାଇଛି ବର୍ଷା ମଧ୍ୟ ହେଉଛି କ୍ଷ ହେଲେ କୁଚିଣ୍ଡା ଏନ. ଏ. ସି, ୱାର୍ଡ ନ ପ୍ସ-୧, ମହୁଲଡିହି ଲକଡା ପଡା ରେ ଥିବା ଡ୍ରେନ ଅଳିଆ ଆବର୍ଜନା ରେ ଭରି ରହିଛି କ୍ଷ ଯାହା ଫଳରେ ବର୍ଷା ହେଲେ ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ କୁତ୍ରିମ ବନ୍ୟା ସୃଷ୍ଟି ହେଉଛି କ୍ଷ ଜଳ ଘରେ ପଶିବାର ସମ୍ଭାବନା ରହିଛି କ୍ଷ ତେଣୁ ବର୍ଷା ସମୟ ହୋଇ ଯାଇଥିଲେ ମଧ୍ୟ ଡ୍ରେନ ସଫା କେବେ ହେବ ବୋଳି ସ୍ଥାନୀୟ ଲୋକେ ଆଲୋଚନା କରିବା ସହ ତୁରନ୍ତ ସଫା କରିବାକୁ ଦାବି କରୁଛନ୍ତି