ବଳଦେବ ଜୀଉ ମନ୍ଦିରରୁ ଚୋରି ଉଦ୍ୟମ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀ ସ୍ଥିତ ବଳଦେବଜୀଉ ମନ୍ଦିରରୁ ଗତକାଲି ଚୋରି ଉଦ୍ୟମ ହୋଇଥିବା ଜଣାପଡିଛି। ଗତ ସୋମବାର ବିଳମ୍ବିତ ରାତିରେ ଚୋର ମାନେ ଠାକୁର କବାଟ ଭାଙ୍ଗିଥିବା ଆଜି ସକାଳୁ ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ପୀଠରେ ପହଞ୍ଚି ତଦନ୍ତ କରିଥିବା ବେଳେ ମନ୍ଦିରରୁ କୌଣସି ଜିନିଷ ଚୋରି ହୋଇନଥିବା ଜାଣିବାକୁ ପାଇଥିଲେ। ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ