ବଳରାମଙ୍କୁ ବ୍ଲକ ପ୍ରଶାସନର ଟ୍ରାଇସାଇକେଲ ପ୍ରଦାନ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ସୋମବାର ବନ୍ତ ପଞ୍ଚାୟତ ସମିତି ପକ୍ଷରୁ ଟିଲୋ ପଞ୍ଚାୟତ ପୋଡାପାଟଣା ଗ୍ରାମର ବଳରାମ ସାହୁଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଡିିଓ ରେବେକା ବିଲୁଙ୍ଗ, ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ଜମାଦାର ମୁଣ୍ଡା, ଚନ୍ଦ୍ରକାନ୍ତୀ ରଣା, କ୍ଲଷ୍ଟର କୋଅଡିନେଟର ହୃଦାନନ୍ଦ ପାଢୀଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ