ବସନ୍ତ ଢ଼ାବାରେ ତହସିଲଦାର ଙ୍କ ଚଢ଼ାଉ ମଦ ଜବତ,ଜଣେ ଗିରିଫ

ଗଂଜାମ:କରୋନା ସଂକ୍ରମଣ ପାଇଁ ଲକଡାଉନ ଥିବାବେଳେ ରମ୍ଭା ନିକଟ ବସନ୍ତ ଢ଼ାବା ରେ ବେଆଇନ ଭବେ ମଦ ରଖିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଁ ଗଞ୍ଜାମ ତହସିଲଦାର ଅବନୀ କୁମାର ସାହୁ ଚଢ଼ାଉ କରିଥିଲେ। ସେଠାରୁ ୧୨ ଲିଟର ବିୟର,୫.୭୬ BL IMFC ଜବତ କରିଥିଲେ । ପରେ ରମ୍ଭା ଆଇଆଇସି କୃଷ୍ଣ ଚନ୍ଦ୍ର ସେଠି ବେଆଇନ ମଦ ରଖିବା ଅଭିଯୋଗ ରେ ମନୋଜ କୁମାର ନାହାକ ଙ୍କୁ ଗିରିଫ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ