ବସ୍ ଓଲଟି ୨୦ ରୁ ଗୁରୁତର

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ରାଜମୁଣ୍ଡା ଠାରେ ଏକ ଯାତ୍ରୀ ବସ୍ ଓଲଟି ୨୦ ଜଣ ଜଣ ଗୁରୁତର ଆହାତ ହୋଇଥିବା ବେଳେ କିଛି ସାମନ୍ୟ ଆହାତ ହୋଇଛନ୍ତି । ଆହାତ ଓ ଗୁରୁତର ମାନଙ୍କୁ ୧୦୮ ଆମ୍ଭୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସୂଚନା ଅନୁଯାୟୀ ବସ ନଂ ( ଓଡି- ୦୮ସି ୯୮୯୮ କଲାହାଣ୍ଡି ଜିଲ୍ଲା ଜୟପାଟଣା ଠାରୁ ଶାସ୍ତୁଗୁଡା ଠାରୁ କେସିଙ୍ଗା ଯାତ୍ରା କରୁଥିବା ସମୟରେ ରାଜମୁଣ୍ଡାଇରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ବସଟି ଓଲଟି ପଡିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ