ବସ କୁ ଧକ୍କା ଦେଲା ଟ୍ରକ : ଅଳ୍ପକେ ବର୍ତିଲେ ଯାତ୍ରୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଉଜ୍ୱଳେଶ୍ୱରୀ ମନ୍ଦିର ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ସନ୍ଧ୍ୟାରେ କୋଲକତା ରୁ ବିଶାଖାପାଟଣା ଯାଉଥିବା AP24W5588 ନମ୍ବର ବିଶିଷ୍ଟ ଝୋଟ ବୋଝେଇ ଏକ ଟ୍ରକ ଭୁବନେଶ୍ୱର ରୁ ବ୍ରହ୍ମପୁର ଯାଉଥିବା OD07AJ2424 ନମ୍ବର ବିଶିଷ୍ଟ ଏସ ଏସ ଆର ବି ଏସ ଯାତ୍ରୀବାହି ବସ ପଛ ପଟକୁ ଧକ୍କା ଦେଇଥିଲା l ଯାହା ଫଳରେ ଯାତ୍ରୀ ମାନେ ମୃତ୍ୟୁ ମୁଖରୁ ବର୍ତ୍ତୀ ଯାଇଥିବା ବେଳେ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି l ଘଟଣାର ଖବର ପାଇ  ଛତ୍ରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଅନ୍ୟ ଏକ ବସ ଯୋଗେ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛନ୍ତି  l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ