ବସ ଡ୍ରାଇଭର ଓ ହେଲପରଙ୍କୁ ସମ୍ବର୍ଦ୍ଧନା

କଳାହାଣ୍ଡି, (ୱାଇଏନ୍‌ଏସ୍‌): ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ବିଭିନ୍ନ ସ୍ଥାନରୁ ବସ ଯୋଗେ ଫେରାଇ ଆଣୁଛନ୍ତି। ଏହି କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଉଥିବା ବସ ଡ୍ରାଇଭର ଓ ହେଲପରଙ୍କ ପ୍ରମୁଖ ଭୂମିକା ରହିଛି, ତେଣୁ ଭବାନୀପାଟଣା ଔଷଧ ବିକ୍ରୟ ସଂଘ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେସେମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ , ଆରଟିଓଙ୍କ ସମେତ ସଂଘର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ