ବାଇକରୁ ଖସି ମହିଳା ମୃତ

ରାଇରଙ୍ଗପୁର, (ଯୁଗାବ୍ଦ ନ୍ୟୁଜ୍‌) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁନସିପାଲଟି ଅନ୍ତର୍ଗତ ବାଇଦାପୋଷୀ ଗ୍ରାମର ନିଳକଣ୍ଠଦତ୍ତଙ୍କ ପତ୍ନୀ ଶନିବାର ବାଇକରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଦିନ ଗୋଟାଏ ସମୟରେ ତାଙ୍କ ବଡ ପୁଅ ମାଙ୍କୁ ଧରି ଝାଡଖଣ୍ଡର ରାଜନଗର ଥାନା ଠାରୁ ମାତ୍ର ୫ କିମି ଦୁର ଗଲା ପରେ ମୁଣ୍ଡବୁଲାଇ ବାଇକରୁ ଖସି ଗୁରୁତର ଆହାତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଷଢେଇକଳା ଡାକ୍ତରଖାନାରେ ଭର୍ତ୍ତିକରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ