ବାଇକିକୁ ଧକା ଦେଲେ ୪୦୭
ମୋହନା , (ଯୁଗାବ୍ଦ ନ୍ୟୁଜ) : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କେନ୍ଦୁ ଘାଟି ନିକଟରେ ବାଇକିକୁ ଧକା ଦେଲେ ୪୦୭ଗାଡ଼ି ବାଇକି ଆରୋହୀ ଗୁରୁତର । ଘଟଣାରୁ ପ୍ରକଶ ବାଇକି ଆରହିକନ୍ଦମାଳ ଜିଲ୍ଲା ବ୍ରହ୍ମଣିଗାଁରୁ କୋଣସି ଏକ ଖବର ଦେବା ପାଇଁ ଚନ୍ଦ୍ରଗିରି ଯାଈ ଲୁହାଗୁଡ଼ିଦେଇ ଫେରୁ ଥିବାବେଳେ କେନ୍ଦୁ ଘାଟି ନିକଟରେ ମୋହନା ପଟୁ ଯାଉଥିବା ଏକ ୪୦୭ଗାଡ଼ି ୧୮ବି୬୬୮୯ ଧକା ଦେଇଥିଲା । ବାଇକିରେ ବସିଥିବା ୨ଜଣଙ୍କ ମଧ୍ୟରୁ ଚାଳକକୁ ଆଘାତ ଲାଗିଛି ସେ ହେଲେ ଦିପୁ କୁମାର ବିଷୟ (୨୭)ଗୁରତର ଥିବା ବେଳେ ଅନ୍ୟଜଣ ଦିନବନ୍ଧୁ କାର୍ଜି(୨୪)କୁ ସାମାନ୍ୟ ଆଘାତ ହଇଛି ଘଟଣା ସ୍ଥଳେ ମୋହନା ଥାନା ଅଧିକାରୀ ସୁଜିତକୁମାର ନାୟକ ଓ କର୍ମି ପଞ୍ଚି ତଦନ୍ତ ଜାରି ରଖିବା ସହ ୨ଇଜଣକୁ ମୋହନା ମେଡିକେଲକୁ ପଠାଯାଇଛି ।


