ବାଇକ ଦୁର୍ଘଟଣା , ୨ ମୃତ

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲାସ୍ଥିତ ଆମ୍ବପାଣି ଘାଟିରେ ବାଇକ ଦୁର୍ଘଟଣାଘଟି ୨ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବାଇକର ନମ୍ବରକୁ ଦେଖିଲେ ଏମାନେ କଳାହାଣ୍ଡିର ଯୁବକ ବୋଲି ଅନୁମାନ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ