ବାଇକ ଧକ୍କାରେ ୧ ଆଇନଜୀବି ମୃତ, ୨ ଛାତ୍ର ଗୁରୁତର

ଫୁଲବାଣୀ : ଫୁଲବାଣୀ -ଫିରିଙ୍ଗିଆ ରାସ୍ତା କାଳିଆସାହି ନିକଟରେ ମଙ୍ଗଳବାର ଅପରାହ୍ନରେ ୨ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣେ ଆଇନଜୀବିଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଛାତ୍ର ଆହାତ ହୋଇଛନ୍ତି । ଆହାତ ହୋଇଥିବା ଦୁଇ ଛାତ୍ରଙ୍କ ପରିଚୟ ଫିରିଙ୍ଗିଆ କଲେଜର ୨ ଛାତ୍ର ଶୁକମଣି କହଁର ଓ ସଂଜୟ କହଁର ବୋଲି ଜଣାପଡିଛି ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବବ୍ୟେବଚ୍ଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ