ଦିଗପହଣ୍ଡି , (ଯୁଗାବ୍ଦ ନ୍ୟୁଜ) : ବିଧାନସଭାର ବାଚସ୍ପତ୍ତି ତଥା ଦିଗପହଣ୍ଡିର ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଦିଗପଣ୍ଡିରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଜେଡିର ବରିଷ୍ଠ ନେତାମାନେ ଯୋଗଦେବା ସହ ଦଳକୁ କିଭଳି ଭାବେ ତୃଣ ମୁଳ ସ୍ତରରେ ସୁଦୃଢ କରାଯିବ ସେନେଇ ଆଲୋଚନା କରିଥିଲେ ।