ବାଣ ୟତ ଓଡିଆ ସମାଜ ଘୁମୁସର ତାଲୁକ। ସଂଘର ବୈଠକ ଅନୁଷ୍ଠିତ

ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ):ମା ସଂକୁଳାଇ ପୀଠରେ ଆଜି ବାଣ ୟତ ଓଡିଆ ସମାଜ ଘୁମୁସର ତାଲୁକ। ସଭାପତି ପ୍ରମୋଦ ପ୍ରଧାନ ଙ୍କ ସଭାପତିତ୍ୱ ରେ ମା ସଂକୁଳାଇ ପୀଠରେ ବାର୍ଷିକ ସାଧାରଣ ସଭା ସାମାଜିକ ଦୂରତ୍ୱ ଓ ସମ୍ପୁର୍ନ କୋଭିଟ ନିୟମ ଅନୁସାରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ ଅତିଥି ରୂପେ ସମାଜର ରାଜ୍ୟ ସଭାପତି ସନ୍ତୋଷ ନାୟକ ଦ୍ୱୀପ ପ୍ରଜ୍ୱଳନ କରି ସାଧାରଣ ସଭା କୁ ସଂଵୋଧିତ କରିଥିଲେ ଓ ଘୁମୁସର ତ।ଲୁକାର ଗତ ମାଟ୍ରିକ ଓ ପ୍ଲ ଟୁ ବୋର୍ଡ ପରୀକ୍ଷା ରେ ଶତକଡା ୭୦ ପ୍ରତିଶତ ମାର୍କ ରଖୀ ଉତିନ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ଉପହାର ଦେଇ ୨୨ଜଣକୁ ସମ୍ବଧିତ କଟିଥିଲେ । ସମ୍ପାଦକ ଭଗବାନ ପଲେଇ ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ସଭାରେ ତ।ଲୁକାର ସମସ୍ତ ଗ୍ରାମର ରେକର୍ଡ ଦାର ଓ ସଭ୍ୟ ଓ ଉପଦେଷ୍ଟା ଗଣ ଉପସ୍ଥିତ ରହି ସଭାକୁ ସାଫଲ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ