ବାତିଲ ହେଲା ଉପରାଷ୍ଟ୍ରପତି ଙ୍କ ବଲାଙ୍ଗୀର ଗ୍ରସ୍ତ
ଭୁବନେଶ୍ୱର- ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଆଜି ବଲାଙ୍ଗୀର ସହର ନିକଟରେ ଥିବା ବରକାନୀ ଏଲପିଜି ବଟଲିଂ ପ୍ଲାଣ୍ଟ ଉଦଘାଟନ କ।ର୍ଯ୍ୟକ୍ରମକୁ ଶେଷମୂହୁର୍ତ୍ତରେ ବାତିଲ କରାଯାଇଛି । ଏହା ସହିତ ଉପରାଷ୍ଟ୍ରପତି ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲିରେ ମଧ୍ୟ ଯୋଗ ଦେବା କ।ର୍ଯ୍ୟକ୍ରମ ରହିଥିଲା ସୂଚାନାଥାଉକି ଘନ କୁହୁଡ଼ି ଓ ଖରାପ ପାଗ କାରଣରୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁଙ୍କ ବଲାଙ୍ଗୀର ଗସ୍ତ କାର୍ୟ୍ୟକ୍ରମ ବାତିଲ ହୋଇଛି । ଖରାପ ପାଗ ଯୋଗୁଁ ଏହି ଗସ୍ତ ବାତିଲ ଗସ୍ତ ବାତିଲ କରାଯାଇଛି । ଏନେଇ ଦୁଃଖପ୍ରକାଶ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ।


