ଦେଶ ବିଦେଶ ବାତ୍ୟା ପାଇଁ ସହାୟତାକଲେ ବଲିଉଡର ଅକ୍ଷୟ କୁମାର 06/05/201906/05/2019 yugabdha 0 Comments ବାତ୍ୟା ପାଇଁ ସହାୟତାକଲେ ବଲିଉଡର ଅକ୍ଷୟ କୁମାର ବାତ୍ୟା fani ପାଇଁ ସହାୟତାର ହାତ ବଢାଇଲେ ବଲିଉଡର ଖିଲାଡି ଷ୍ଟାର ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ଅକ୍ଷୟ କୁମାର । Spread the love