ବାରବାଟିରେ ବିରାଟ ସୋ

କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ରେ ୱେଷ୍ଟଇଂଣ୍ଡିଜକୁ ୪ ୱକେଟରେ ପରାସ୍ତ କରିଛି ଭାରତ । ଆଜି ବିରାଟ କୋହଲିଙ୍କ ବ୍ୟାଟରୁ ସୁନ୍ଦର ଇଂନିସ ଦେଖିବାକୁ ମିଳିଥିଲା । ଗୋଟିଏ ପଟେ ଦଳର ଗୋଟିଏ ପରେ ଗୋଟିଏ ୱେକେଟ ଖସୁଥିବା ବେଳେ ସଙ୍କଟ ମୋଚକ ଭାବେ ଛିଡା ହୋଇ୍‌ଥିଲେ କୋହଲି । ରୋମାଞ୍ଚକାର ଭାରତର ବିରାଟ କୋହଲି,ରୋହିତ ଶର୍ମା ଓ କେଏଲି ରାହୁଲଙ୍କ ଅର୍ଦ୍ଧ ଶତକ ବଳରେ ଭାରତ ଏହି ମ୍ୟାଚ ସହ ସିରିଜ ନିଜ ନାମରେ କରିବାରେ ସକ୍ଷମ ହୋଇଛି । ଭାରତୀୟ ଟିମ୍ ତିନି ଟିକିଆ ଦିନିକିଆ ସିରିଜକୁ ୨-୧ରେ ହାତେଇବାରେ ସକ୍ଷମ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ