କେନ୍ଦ୍ରାପଡ଼ା ବାରିମୂଳଛକ ସଡକ ଦୂର୍ଘଟଣାରେ ଅପରିଚିତ ଯୁବକର ମୃତଦେହ ଉଦ୍ଧର 12/03/2020 yugabdha 0 Comments ବାରିମୂଳଛକ ସଡକ ଦୂର୍ଘଟଣାରେ ଅପରିଚିତ ଯୁବକର ମୃତଦେହ ଉଦ୍ଧର କେନ୍ଦ୍ରାପଡା : ଗୁଲନଗର – ଇନ୍ଦୁପୁର ରାସ୍ତାର ବାରିମୂଳଛକରେ ଗତ ରବିିବାର ରାତିରେ ଏକ ସଡକ ଦୂର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକର ଶବକୁ ସଦର ଥାନା ପୋଲିସ ଜବତ କରି ବ୍ୟବଛେଦ କରାଇବା ସହିତ ଏକ ଦୂର୍ଘଟଣା ଜନିତ ମୃତ୍ୟୁମାମଲା ଦାୟର କରି ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି । Spread the love