ବାଲାଂଦେଶ ବୈଦେଶିକ ମନ୍ତ୍ରୀ ଙ୍କ ଗ୍ରସ୍ତ ବାତିଲ କୁ ନେଇ ବିବୃତି ରଖିଲା ଭାତର
ନୂଆଦିଲ୍ଲୀ. (ଯୁଗାବ୍ଦ ନ୍ୟୁଜ) : ଲୋକସଭା ଓ ରାଜ୍ୟ ସଭାରେ ନାଗରିକ ସଂଶୋଧନ ବିଲ ପାରିତ ହେବା ପରେ ପଡୋଶୀ ରାଷ୍ଟ୍ର ବାଲାଂଦେଶରେ ଏହାର ସାଇଡ ଇଫେକ୍ଟ ଦେଖିବାକୁ ମିଳିଛି । ବାଲାଂଦେଶ ବୈଦେଶିକ ମନ୍ତ୍ରୀ ଏ. କେ . ଅବଦୁଲ ମୋକେନ ଶେଷ ମୁହୁର୍ତ୍ତରେ ତାଙ୍କର ଭାରତ ଗ୍ରସ୍ତ ବାତଚିଲ କରିଛନ୍ତି । ଯାହା ଜଣାପଡୁଛି (ସିଏବି) ବିଲକୁ ନେଇ ବାଲାଂଦେଶ ଅସନ୍ତୁଷ୍ଟ ଥିବା ଜଣାପଡିଛି । ହେଲେ ମୋକେନ କହିଛନ୍ତି , ଅନେକ ଗୁଡିଏ ସରକାରୀ କାର୍ୟ୍ୟକ୍ରମ ଥିବାରୁ ଏହି ଗ୍ରସ୍ତକୁ ବାତିଲ କରାଯାଇଛି । ସେ କହିଛନ୍ତି , ଯେ ଆମ ରାଜ୍ୟ ମନ୍ତ୍ରୀ ଓ ବୈଦେଶିକ ସଚିବ ବିଦେଶ ଗ୍ରସ୍ତ କରିଥିବାରୁ ଣୋର ଗ୍ରସ୍ତକୁ ବାତିଲ କରାଯାଇଛି । ବାଲାଂଦେଶ ବୈଦେଶିକ ମନ୍ତ୍ରୀଙ୍କ ବାତିଲକୁ ନେଇ ଅନେକ ପ୍ରଶ୍ନ ଉଠିବା ପରେ ଆଜି ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିସ କୁମାର କହିଛନ୍ତି , ଏହାର କାରଣ କିଛି ନାହି. ଉଭୟ ଦେଶ ମଧ୍ୟରେ ସୁସମ୍ପର୍କ ବଜାୟ ରହିବ ।