ବିଶୃଙ୍ଖଳିତ ଷ୍ଟାପଙ୍କୁ ବଦଳି ପାଇଁ ଦାବୀ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାଲିଆ ସରକାରୀ ନୋଡାଲ ହାଇସ୍କୁଲର ଜନୈକ ବିଶୃଙ୍ଖଳିତ ଶିକ୍ଷକ ଓ କିରାଣୀଙ୍କୁ ତୁରନ୍ତ ବଦଳି କରି ଜଣେ ଦକ୍ଷ ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ ନିମନ୍ତେ ମଦନମୋହନ ବେହେରା,ଭାଗବତପୁର ପଂଚାୟତର ଭାରପ୍ରାପ୍ତ ସରପଂଚ ମୀନତି ଦାସ, ପ୍ରମୋଦ କୁମାର ସାହୁ, ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ, ଦେବକିନନ୍ଦନ ମିଶ୍ର ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ