ବାଲିଗୁଡାରେ ଆମ ପୋଲିସ ସମିତି ବୈଠକ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଥାନ ପରିସରରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି ଉକ୍ତ ବୈଠକରେ ବେତାର ବିଭାଗଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ଚରଣ ପରିଡା,ଇନିସପେକ୍ଟର ସସ୍ମିତା ପ୍ରଧାନ,ଉମାଶଙ୍କର ନିଆଲ ପ୍ରମୁଖ ମଂଚାସିନ ଥିଲେ ।ଏଥିରେ ଆଲୋଚନା ହୋଇଛି ଯେ ଟ୍ରାଫିକ ସମସ୍ୟାର ସମାଧାନ କରିବା,ଦ୍ରୁତ ଗତିରେ ଗାଡିଚଲାଉଥିବା ଚାଳକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ.ରାତ୍ରୀକାଲିନ ପେଟ୍ରୋଲିଂଆଦି,ରାସ୍ତାର ଉଭୟ ପାଶ୍ୱର୍ରେ ଉଠାଦୋକାନୀକୁ ସ୍ତାନାନ୍ତର କରିବା,ମଦୁଆ ଡ୍ରାଇଭରଙ୍କୁ କାଯ୍ୟ୭ାନୁଷ୍ଠାନ ।ାଦି ବିଭିନ୍ନ ଦିଗରେ ଆଲୋଚନା ହୋଇଥିଲା ।ଏହି ବୈଠକରେମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ । ଶେଷରେ ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ଚନ୍ଦ୍ର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।