ବାଲିଗୁଡା ଓକିଲ ସଂଘର କର୍ମକ୍ରତା ଚୟନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଜି ବାଲିଗୁଡା କୋର୍ଟ ପରିସରରେ ଅସନ୍ତା ବର୍ଷ ୨୦୨୦/୨୦୨୧ ପାଇଁ ବାଲିଗୁଡା ଓକିଲ ସଂଘର ଚୟନ ପକ୍ରିୟା ସରକାରୀ ଓକିଲ ଶୁଧାଂଶୁ ମୋହନ ପତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତିକ୍ରମେ ବରିଷ୍ଠ ଅ।।ଇନଜୀବି କୌଶିକ ସାହୁଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ,ଉପସଭାପତି ଭାବେ ଆଂନଜୀବି ଅଶ୍ୱିନ କୁମାର ଦାସ,ସମ୍ଫାଦକ ଭାବେ ଆଇନଜୀବି ଶୁରେଶ କୁମାର ପଟ୍ଟନାୟକ,ସହ ସମ୍ପାଦକ ଚନ୍ଦ୍ର ଶେଖର ପଣ୍ଡା ଓ କୋଷାଦକ୍ଷ ଭାବେ ଆଇନଜୀବି ମାନସ ରଂଜନ ପଣ୍ଡା ହୋଇଥିବା ବେଳେ ପାଠାଗାର ସମ୍ପାଦକ ଭାବେ ଆଇନଜୀବି ଅନିଲ କୁମାର ଦାସଙ୍କୁ ଚୟନ କରାଯାଇଛି ।ନର୍ବନିର୍ବାଚିତ କ୍ରମକ୍ରତା ମାନଙ୍କୁ ଓକିଲ ସଂଘ ର ସମସ୍ତ ସଦସ୍ୟ ମାନେ ତଥା ବିଭିନ୍ନ ମହଲରୁ ଶୁଭେଛାର ବାର୍ତା ଦିଆଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ