ବାଲିଗୁଡା ରେ କନ୍ଧମାଳ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-କନ୍ଧମାଳ ଜିଲ୍ଲା ବାଲିଗୁଡା ତହସିଲ ଅଧିନସ୍ଥ ସମସ୍ତ ଜନସାଧାରଣ ଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଚଳିତ ମାସ ୨୫ ତାରିଖ ସୋମବାର ଦିନ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ଅଭିଯୋଗ ଶୁଣାଣି କନ୍ଧମାଳ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ | ତେଣୁ ସମସ୍ତ ଜନସାଧାରଣ ଙ୍କୁ ଜଣାଇ ଦିଆଉଯାଉଛି ଯେ, ଯାହା କିଛି ଆପତ୍ତି ଅଭିଯୋଗ ଥାଏ ତାହାହେଲେ ଉପରୋକ୍ତ ଦିବସରେ ଉପସ୍ଥିତ ରହି ନିଜର ଅଭିଯୋଗ ଦାଖଲ କରିବା ହେବେ |